ଲୋକଅଦାଲତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା କୋର୍ଟ ପରିସରରେ ତାଲୁକା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତୃତୀୟ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ୍‌ଯାଇଛି ।ତାଲୁକା ଆଇ ସେବା ପ୍ରାଧିକରଣର ଅଧକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଦିଲିପ କୁମାର ବିଶ୍ୱାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି ।ସିଭିଲ କୋର୍ଟର ବିଚାରପତି ଅପୁର୍ବ କୁମାର ରାଏ,ଏସଡିଜିଏମ ସୋନାଲି ସରିତା ପ୍ରମୁଖ ମଦଦ୍ଦମା ଗୁଡିକର ବ ିଚାରଣ କରିଛନ୍ତି । ଅତିରିକ୍ତ ଲିଲ୍ଲା କୋର୍ଟରେ ୨୦ଟି ମକଦ୍ଦମାର ବିଚାରଣ ହୋଇ ୮ଲକ୍ଷଅଶିଏହଜାରଟଙ୍କା ରାଜସ୍ୱ ଆଦୟ ହୋଇଛି ଓ ସିଭିଲ କୋର୍ଟରେ ଗୋଟିଏ କେସରେ ବିଚାରଣ ହୋଇଛି ଏବଂ ଏସଡିଜେଏମ କୋର୍ଟରେ ୬ଟ ମାମଲାର ଦୁିଇଟି ପରିବାର ମାମଲାରେି ବିଚାରଣ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ