କଳାହାଣ୍ଡି ଵୋରଗୁଡା ପଞ୍ଚାୟତ ବନ୍ଦା ଗାଁ ଚାରିଛକ ପାଖରେ ଦୁର୍ଘଟଣା 12/03/2020 YWPSENU3 0 Comments ଵୋରଗୁଡା ପଞ୍ଚାୟତ ବନ୍ଦା ଗାଁ ଚାରିଛକ ପାଖରେ ଦୁର୍ଘଟଣା କଳାହାଣ୍ଡି:ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଵୋରଗୁଡା ପଞ୍ଚାୟତ ବନ୍ଦା ଗାଁ ଚାରିଛକ ପାଖରେ ଏକ୍ସସେଲସୁପର ଓ ଏନ୍ଡିକା ମୁହାଁ ମୁହିଁ ହୋଇଛି ଫୁଣ୍ଡା ଗାଁ ର ଜଣେ ମୃତ୍ୟୁ ଜୟ ଶଙ୍କର ବୋଲି ଜଣା ପଡ଼ିଛି ବୋରଗୁଡା ଓ ବନ୍ଦା ଗାଁ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ପୋଲିସ ପହଞ୍ଚି ତଦନ୍ତ କରୁଛି Spread the love