ଶରୀରର କେଉଁ ଭାଗରୁ ଝାଳ ବାହାରି ନଥାଏ?
ଗ୍ରୀଷ୍ମ ଦିନରେ ସାଧାରଣତଃ ସମସ୍ତଙ୍କ ଶରୀରୁ ଝାଳ ବାହାରିବା ସ୍ୱାଭାବିକ ହୋଇଥାଏ । ଏପରିକି କଠିନ କାମ, ବ୍ୟାୟାମ କରିବା ଦ୍ବାରା ଶରୀରରୁ ଝାଳ ବାହାରିଥାଏ। ହେଲେ ଆମ ଶରୀରରେ ଏମିକ ଏକ ଭାଗ ରହିଛି ଯେଉଁଠାରୁ କେବେ ବି ଝାଳ ବାହାରିନଥାଏ । ଗ୍ରୀଷ୍ମ ଦିନରେ ଯେତେ ବି ଗରମ ହେଉ ନା କାହିଁକି ଶରୀରର ଓଠ ହିଁ ଏମିତି ଭାଗ ଯେଉଁଠାରୁ କେବେ ବି ଝାଳ ବାହାରିନଥାଏ ।