ଶାଳବଣି ଠାରେ ବିଜେଡିର ପ୍ରତିଷ୍ଠା ଦିବସ ସମାରୋହ ଆଜି

ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନମଣ୍ଡଳୀର ଶାଳବଣି ଠାରେ ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ଆସନ୍ତାକାଲି ରବିବାର ଦିନ ଅନୁଷ୍ଠିତ ହେବ । ଏଥିରେ ବିଧାୟକଙ୍କ ସମେତ ଅନେକ ବିଜେଡି ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ପ୍ରତିପଞ୍ଚାୟତରୁ ଶହଶହ ବିଜେଡି କର୍ମୀମାନେ ସାମିଲ ହେବାର ବ୍ୟବସ୍ଥା କରାଯାଇଛି । ତେଣୁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ସ ମୁନିସପାଲଟି ପର୍ଯ୍ୟନ୍ତ ସମସ୍ତ ବିଜେଡି କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ବିଧାୟକ ଭାଗିରଥି ସେଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ