ଶିକ୍ଷାବିତ୍ ସ୍ୱର୍ଗତ ଅଭିମନ୍ୟୁ ଲେଙ୍କା ସ୍ମୃତିଚାରଣ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସାହାଡାପଲ୍ଲୀ ଗ୍ରାମର ଶିକ୍ଷାବିତ୍ ସ୍ୱର୍ଗତ ଅଭିମନ୍ୟୁ ଲେଙ୍କାଙ୍କ ଏକାଦଶାହକ୍ରିୟା ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଳ ଜେନା, ପୂର୍ବତନ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବିଜେଡିର ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ବିଜେପିର ବରିଷ୍ଠ ନେତା ଡଃ.ସୁଧାଂଶୁ ନାୟକ, ରାଜ୍ୟ ମହିଳା ବିଜେଡି ସଂପାଦିକା ସୁଜାତା ଜେନା, ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ସଦସ୍ୟ ଇଂ.ଲକି ମାଷ୍ଟର ସ୍ୱାଇଁ, ବ୍ଲକ କଂଗ୍ରେସ ଯୁବନେତା ଜ୍ୟୋତି ରଞ୍ଜନ ନାୟକ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ବ୍ଳକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାତ୍ର, ନବ କୁମାର ଲେଙ୍କା, ଶମ୍ଭୁନାଥ ଜେନା, ପର୍ଶୁରାମ ନାୟକ, ପଦ୍ମଲୋଚନ ରାଉତ, ଅଲେଖ ଚନ୍ଦ୍ର ନାୟକ, ବାବାଜି ଚରଣ ଦଳେଇ, ମନମୋହନ ଆଚାର୍ଯ୍ୟ, କଳାକର ମିଶ୍ର, ନିରାକାର ବେହେରା, ଗଣେଶ୍ୱର ପଣ୍ଡା, ହୃଷିକେଶ ବାରିକ, ଶିକ୍ଷକ ଶଶୀ ଶେଖର କରଶର୍ମା, ଅଜୟ ପୃଷ୍ଟି, ପଦ୍ମନାଭ ଦାସ, ବାବାଜି ଚରଣ ଜେନା, ନାରାୟଣ ଚନ୍ଦ୍ର ଲେଙ୍କା, ଗୌରାଙ୍ଗ ଚରଣ ପଣ୍ଡା, ମଣିଭଦ୍ର ବିଶ୍ୱାଳ, ରମାକାନ୍ତ ପାଣିଗ୍ରାହୀ, ଆଲୋକ କୁମାର ରାଉତ, ସୁଧିର କୁମାର ନାୟକଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇ ସ୍ୱର୍ଗତ ଲେଙ୍କାଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ