ଶିମିଳିପାଳ ଉପରମୁଣ୍ଡରେ ବର୍ଷା, ଉଛୁଳିଲା ବାଲିଡ଼ିହା ବନ୍ଧ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ବାତ୍ୟାରେ ଟଳିଲା ପରେ ଏବେ ପ୍ରବଳ ବର୍ଷା ଲାଗି ମୟୂରଭଞ୍ଜକୁ ବନ୍ୟା ଡର । ଗତ ୨୪ ଘଣ୍ଟା ଭିତରେ ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ବଢ଼ିଥିବାରୁ ବୁଢାବଳଙ୍ଗ ଧୀରେ ଧୀରେ ଫୁଲିବାରେ ଲାଗୁଛି । ଗତ ୨୪ ଘଣ୍ଟାରେ ବରେହିପାଣିରେ ସର୍ବାଧିକ ୧୭୪ ମିମି ବର୍ଷା ରେକର୍ଡ ହୋଇଛି । ତେବେ ବୁଢାବଳଙ୍ଗର ବିପଦ ସଂକେତ ଠାରୁ ପ୍ରାୟ ଘଣ୍ଟାରେ ନଜର ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ