ଶେରଗଡ଼ ବିଜେଡି ପକ୍ଷରୁ ୫୭ ନଂ ଜୋନ ରେ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ୫୭ ନଂ ଜୋନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ଜନ ହିତ କର ଯୋଜନା ସମ୍ପର୍କ ରେ ଲୋକ ଙ୍କୁ ଅବଗତ କରାଇବା ନିମନ୍ତେ ,ପ୍ରତ୍ୟେକ ବର୍ଷ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ଦୁଇ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ ହୋଇ ଅଛି ସେହି କ୍ରମେ ଆଜି ଶେରଗଡ଼ ବ୍ଲକ ୫୭ ନଂ ଜୋନ ର କୃଷ୍ଣଛାଇ ପଞ୍ଚାୟତ ର ବି.ବ୍ରହ୍ମହତ୍ୟା ଗ୍ରାମ ରୁ ଆରମ୍ଭ ହୋଇ ବ୍ଲକ ର ତାକରଡ଼ା, ଧବଳ ପୁର, ଷୋଳଶଳା, ସୁନାନ୍ତର,ଧନନ୍ତର, ଡେଙ୍ଗା ପଦର, ବାକିଲି କଣା, କୁରୁଳା, ଅଲାରି ଗଡ଼ ସହ ଜୋନର ବିଭିନ୍ନ ଗ୍ରାମ ବୁଲି ଥିଲେ ସରକାର ଙ୍କ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଲୋକ ଙ୍କୁ ସଚେତନ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ହିଞ୍ଜିଳି ବିଧାୟକ ଙ୍କ ପ୍ରତିନିଧି, ଶରତ ମହାପାତ୍ର, ବ୍ଲକ ଅଧ୍ୟକ୍ଷ କୃଷ ଚନ୍ଦ୍ର ନାୟକ, ବ୍ଲକ ବିଜେଡ଼ି, ସଭାପତି, ଶରତ ପାତ୍ର, ଯୁବ ବିଜେଡ଼ି ସଭାପତି, ସନ୍ତୋଷ କୁମାର ପଟ୍ଟାୟକ,ଦେବୀ ପ୍ରସାଦ ଦାଶ, ବରୁଣ ପୋଲାଇ, ସରୋଜ କୁମାର ପାତ୍ର ଓ ବ୍ଲକ ର ତିନୋଟି ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସମେତ ବ୍ଲକ ବହୁ ଯୁବ ଛାତ୍ର ନେତା ଯୋଗ ଦେଇ ପଦ ଯାତ୍ରା କୁ ସଫଳ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ