ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲେ ହବିଷିଆଳି

ରାତି ପାହିଲେ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ବ୍ରତ । ଏଥି ପାଇଁ ଚଳ ଚଞ୍ଚଳ ହେଲାଣୀ ଶ୍ରୀକ୍ଷେତ୍ରଧାମ ପୁରୀ ,ଏଥିପାଇଁ ହବିଷିଆଳି ମାନେ ଭିଡ ଜମାଇଲେଣୀ ପୁରୀରେ । ଆଉ ଏଥିରେ ସାମିଲ ହୋଇଛନ୍ତି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡରୁ ବିଧବା ଓ ବୃଦ୍ଧା ମିଶି ୫ ଶହ ହବିଷିଆଳି । ସେମାନେ ବ୍ରହ୍ମପୁର ରେଲୱେ ଷ୍ଟେସନରୁ ପୁରୀ ଅଭିମୁଖେ ଆଜି ଯାତ୍ରା କରଛନ୍ତି । ହବିଷିଆଳିଙ୍କ ଶୁଭକାମନା କରି ବିଦାୟ ଦେଇଥିଲେ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କ ସମେତ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ବହୁ ରାଜନେତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ