ଶ୍ରୀଶ୍ରୀ ସୁଧାନିଧିଶ୍ୱର ଯୁବ ପରିଷଦର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଶ୍ରୀ ଶ୍ରୀ ସୁଧାନିଧିଶ୍ୱର ଯୁବ ପରିଷଦର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପରିଷଦର କଳାକାରମାନଙ୍କୁ ନେଇ ‘କିଏ ଜାଣିଥିଲା ଏମିତ ହେବ’ ଏକ ନାଟକ ପରିବେଷଣ କରାଯାଇଥିଲା । ନାଟକଟିକୁ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ୍ ମହାନ୍ତି (ନିଲୁ) । ଉକ୍ତ ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରିଥିଲେ ଭୁବନେଶ୍ୱର-ମଧ୍ୟ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା । ସମ୍ମାନିତ ଅତିଥି ଭାବେ ବିରଞ୍ôଚ ନାରାୟଣ ମହାସୁପକାର, ନବକିଶୋର ବେହେରା, ଇପ୍ସିତା ସାହୁ, ଅନିତା ପାତ୍ର ଓ ଦିଗ୍‌ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ