ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରବାର୍ଷିକ ଉତ୍ସବ

ବେଲଗୁଣ୍ଠା :  ବଡ଼ଦାଣ୍ଡ ସ୍ଥିତ  ସଭାପତିଭି.ଦେବୀପ୍ରସାଦପାତ୍ରଙ୍କସଭାପତିତ୍ବରେଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେକବିସମ୍ରାଟ ଉପେନ୍ଦ୍ର ଭଞ୍ଜମହାବିଦ୍ୟାଳୟରଅବସରପ୍ରାପ୍ତଅଧ୍ୟକ୍ଷକୃତିବାସବିଶ୍ୱାଳଯୋଗ ଦେଇବାପାମାଆତଥାଗୁରୁଜନମାନଙ୍କଉପଯୁକ୍ତମାର୍ଗଦର୍ଶନରେଛାତ୍ରଛାତ୍ରୀଙ୍କଉଜ୍ଜ୍ୱଳଭବିଷ୍ୟତହେବାସହସମାଜଗଠନରେସହାୟକବୋଲିବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେମୁଖ୍ୟବକ୍ତାଭାବେବି.ଡି.ପୁରମହାବିଦ୍ୟାଳୟଇତିହାସବିଭାଗଅଧ୍ୟାପକଡଃପ୍ରଭାକରମହାପାତ୍ରଯୋଗ ଦେଇଥିବା ବେଳେସମ୍ମାନିତ ଅତିଥି ଭାବେବେଲଗୁଣ୍ଠାଅତିରିକ୍ତ ତହସିଲଦାର ରାକେଶ କୁମାର ପାତ୍ର,ଟି.ବିଶ୍ୱନାଥପାତ୍ର,ତଥାବିଶିଷ୍ଟଶିକ୍ଷାବିତରବୀନ୍ଦ୍ର ନାଥଚୌଧୁରୀପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମପ୍ରାରମ୍ଭରେଶିକ୍ଷା କେନ୍ଦ୍ରରଅଧ୍ୟକ୍ଷଅମୀୟ ମହାପାତ୍ରସ୍ୱାଗତ ଭାଷଣଓଅତିଥିପରିଚୟପ୍ରଦାନ କରିଥିବାବେଳେସମ୍ପାଦକଅଭିନାଶଚୌଧୁରୀବାର୍ଷିକବିବରଣୀପାଠକରିଥିଲେ।ଇତିଅବସରରେପୁର୍ବରୁଅନୁଷ୍ଠିତକ୍ରୀଡାପ୍ରତିଯୋଗିତାରେକୃତିତ୍ୱଅର୍ଜନକରିଥିବାଛାତ୍ରଛାତ୍ରୀମାନଙ୍କୁମୁଖ୍ୟଅତିଥିଙ୍କଦ୍ୱାରାପୁରସ୍କୃତକରାଯାଇଥିଲା। କାର୍ଯ୍ୟକ୍ରମପ୍ରାରମ୍ଭରେଅତିଥିଙ୍କଦ୍ୱାରାପ୍ରଦୀପପ୍ରଜ୍ଜ୍ୱଳନପରେଛାତ୍ରୀ ମାନଙ୍କ ଦ୍ଵାରାସ୍ୱାଗତସଙ୍ଗୀତଗାନକରାଯାଇଥିଲା। ଏହିକାର୍ଯ୍ୟକ୍ରମକୁସଲୋନୀ, ରଶ୍ମିତା, ଲିଲି, ରାଜଲକ୍ଷ୍ମୀ, ଉନ୍ନତି,ସାଇସ୍ମିତା,କୃତୀ, ସୁନୀତା,ଦିପକରଞ୍ଜନ, ସତ୍ୟନାରାୟଣ,ଜତିନପ୍ରମୁଖପରିଚାଳନାରେସହଯୋଗକରିଥିବାବେଳେସହ-ସମ୍ପାଦକରବିନ୍ଦ୍ରନାଥଡାକୁଆଧନ୍ୟବାଦଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ