ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ନୂତନ ସଦସ୍ୟ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ନୂତନ ମନୋନୀତ ସଦସ୍ୟଙ୍କ ନିମନ୍ତେ ଚୟନ ପ୍ରକ୍ରିୟା ଭର୍ଚୁଆଲ ଜୁମ୍ ବୈଠକ ସହାୟତାରେ ସମ୍ପନ୍ନ କରାଯାଇଛି । ଏହି କ୍ରମରେ ନୂତନ ସଭାପତି ଭାବେ ପ୍ରଭାତ କୁମାର ନନ୍ଦ, ଉପ ସଭାପତି ଭାବେ ରବି ନାରାୟଣ ମହାପାତ୍ର, ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ କୁମାର ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, କଷ୍ଣ ଚନ୍ଦ୍ର ମହାପାତ୍ର, ରାଜ କିଶୋର ସାହୁ ସହାୟକ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଗଣେଷ ଚନ୍ଦ୍ର ପଣ୍ଡା, ଦେବବ୍ରତ ପଟ୍ଟନାୟକ, ଦାଶରଥି ସାମନ୍ତରାୟ, ପ୍ରାଣକୃଷ୍ଣ ପଟ୍ଟନାୟକ, ସଚ୍ଚିଦାନନ୍ଦ ପ୍ରଧାନ, ପ୍ରତାପ ରୁନ୍ଦ୍ର ପୃଷ୍ଟି, ଦିପକ କୁମାର ସାହୁ, ରମାକାନ୍ତ ମିଶ୍ର, ଗିରିଜା ଶଙ୍କର ମହାପାତ୍ର, ପ୍ରଶାନ୍ତ ବେହେରା ନୂତନ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ ହୋଇଛନ୍ତି । ୨ଜଣ ଆଡଭାଇଜର ବାଳକୃଷ୍ଣ ପଣ୍ଡା, ରବି ନାରାୟଣ ମିଶ୍ର ମଧ୍ୟ ଚୟନ ହୋଇଛନ୍ତି ।