ଷଷ୍ଠ ତୀଳା ଏକାଦଶୀ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ସୋମବାର ଷଷ୍ଠ ଏକାଦଶୀ ଅବସରରେ ବିଜିପୁର ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ପାଖରେ ୧୦୮ ତୁଳସୀ ଅର୍ପଣ କରାଯାଇଥିଲା । ମାରୁତି ସତସଙ୍ଗ ଭକ୍ତ ମାନଙ୍କ ଦ୍ୱାରା ଗୀତା ପାଠ ଓ ବିଣ୍ଣୁ ସଦସ୍ରନାମ ପାଠ ପରେ ସୁନ୍ଦରପୁର ମଣ୍ଡଳ ଦ୍ୱାରା ଚାରିପ୍ରହର ନାମ କିର୍ତ୍ତନ କରାଯାଇଥିଲା । ଠାକୁରଙ୍କ ୧୦୮ ଆଳତୀ ପୂତା ପରେ ମନ୍ଦିରରେ ପ୍ରସାଦ ସେବନ କରାଯାଇଥିଲା । ଏହା କାର୍ଯ୍ୟକ୍ରମରେ ମାରୁତି ସତସଙ୍ଗ ସଭାପତି ସହଦେବ ପାତ୍ର,ଶଙ୍କର ପାଣିଗ୍ରାହୀ,ପ୍ରମୋଦ ମହାରଣା ଙ୍କ ସମେତ ବହୁ ଭକ୍ତ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ