ଷ୍ଟେସନ ରୋଡରେ ଅଗ୍ନିକାଣ୍ଡ

ଇ୍ରହ୍ମପୁର( ଯୁଗାବ୍ଦ ନ୍ୟୁଜ ) : ବ୍ରହ୍ମପୁର ଷ୍ଟେସନ ନିକଟସ୍ଥ ନେହୁରୁ ପାର୍କ ନକଟରେ ଥିବା ହରି ଜଳଖିଆ ଦୋକାନରେରେ ଅଗ୍ନିକାଣ୍ଡ ଘଟିଛି । ଘଟଣା ଅଗ୍ନିକାଣ୍ଡରେ ହଜାର ହଜାର ଟଙ୍କର ହେଟେଲ ସାମଗ୍ରୀ । କ୍ଷତି ହୋଇଛି ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ