ସଂୟଶାଶିତ ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ବ୍ରହ୍ମପୁରସ୍ଥିତ ଶଶୀଭୂଷଣ ରଥ ସରକାରୀ ସଂୟଶାଶିତ ମହିଳା ମହାବିଦ୍ୟାଳୟ ଓଡିଆ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଓ ସାପ୍ତାହିକ ପାଠ୍ୟଚକ୍ର ବିଭାଗୀୟ ମୁଖ୍ୟ ଡଃ. କାହ୍ନୁ ଚରଣ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡଃ. କୈଳାଶ ଚନ୍ଦ୍ର ତ୍ରିପାଠୀ ଓ ସମ୍ମାନୀତ ଅତିଥୀ ଭାବେ ମହାମୟୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.କୃଷ୍ଣ ପ୍ରସାଦ ମହାପାତ୍ର ଛାତ୍ରୀମାନଙ୍କୁ ଓଡିଆ ଭାଷା ସାହିତ୍ୟର ମହତ୍ୱ ସମ୍ବଦ୍ଧରେ ଅବଗତ କରାଇବା ସଙ୍ଗେସଙ୍ଗେ ଉପସ୍ଥାପିତ ପ୍ରବନ୍ଧ ସଂପର୍କରେ ସମୀକ୍ଷା କରିଥିଲେ । ଉକ୍ତ ଆଲୋଚନାଚକ୍ର୍ରରେ ଭାରତୀବାଳା ସାହୁ, ବି.କସ୍ତୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ