ବଜ୍ରପାତ ରେ ଚାରୋଟି ଗୋରୁ ମୃତ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ, ରେଙ୍ଗା ପଞ୍ଚାୟତ, ସେମିଲିଗୁଡା ଗ୍ରାମର ବାତ୍ରୀ ମାଝୀ, କୁମଦ ଚନ୍ଦ୍ର ମାଝୀ, ଲିଙ୍ଗନା ମାଝୀ ଓ଼ ମlଲକୀ ମାଝୀଙ୍କ ସମତେ ଜଣଙ୍କର ୪ ଗୋରୁ କୁ ଆଜି ସକାଳେ କାଳ ବୈଶାଖୀ ବର୍ଷା ଘଡ ଘଡ଼ି ହେବା ଦ୍ୱାରା ସେମିଳିଗୁଡା ଗ୍ରାମର ତଳ ମସାଣି ପଦା ପାଖରେ ଥିବା ପଣସ ଗଛ ଠାରେବଜ୍ରାଘାତ ହେବା ଫଳରେ ଚାରୋଟି ଗୋରୁ ମୃତ୍ୟୁ ହୋଇଛି l ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେଉଁମାନଙ୍କର ଗୋରୁ ମୃତ ହୋଇଛି ସେହି ପରିବା କୁ ସରକାର ଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି।


