ସଡକ ଦୁର୍ଘଟଣା ରେ ୩୦ ଯାତ୍ରୀ ଆହାତ

(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ଛକ ନିକଟରେ ଏକ ପେଟ୍ରୋଲ ପମ୍ପ ନିକଟରେ ଘରୋଇ ବସ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଥିଲା । ବସରେ ଥିବା ୩୦ ଜଣ ଯାତ୍ରୀ ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ପୁରୁଷତ୍ତୋମପୁର ତହସିଲଦାର ପହଞ୍ଚି ଆହାତ ଙ୍କୁ ପୁରୁଷୋତ୍ତପୁର ହସ୍ପିଟାଲ କୁ ସ୍ଥାନାନ୍ତର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ