ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୁତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତକେ.ସୀତାପୁରଗ୍ରାମନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟି ଯାଇଛି ।ପ୍ରାପ୍ତ ସୂଚନା ଅନୁଯାଇ କାଶୀନଗର ଥାନା ଅନ୍ତର୍ଗତକେ.ସୀତାପୁର ଗ୍ରାମ ର ଦଣ୍ଡାସୀ ମଲାନା (୫୯) ନିଜ ବିଲ କାମ ସାରି ଘରକୁଫେରୁଥିବାବେଳେସମ୍ମୁଖ ପଟରୁ ଏକ ବଜାଜ ପ୍ଳଟିନା ଗାଡି ନମ୍ବର OD20 -8985 ମୋଟର ସାଇକେଲ ତାଙ୍କୁ ଧକ୍କା ମାରିଥିଲା । ଯାହା ଫଳରେସେ ଘଟଣା ସ୍ଥଳରେତଳେପଡିଯାଇଥିଲେସଡ଼କ ଦୁର୍ଘଟଣାରେବୃଦ୍ଧଙ୍କମୃତ୍ୟୁଘଟିଥିଲାଘଟଣାଟି କେ. ସୀତାପୁର ଫାଟକ ନିକଟ ରେ ଘଟିଥିଲା । ପୋଲିସ ଖବର ପାଇ ଘଟଣା ର ତଦନ୍ତ କରି ମୋଟରସାଇକେଲ ଜବତ କରିଛନ୍ତି ଓ ଆସାମୀଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ଅଭିଯୁକ୍ତ ଗୁମ୍ମା ବ୍ଲକର ହୋଇଥିବା ତଦନ୍ତରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ