ସତର୍କ ଜାରୀ କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ଆଶଙ୍କା
ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବଜ୍ରପାତ ହେବାର ଆଶଙ୍କା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର,କେନ୍ଦୁଝର ,ମୟୂରଭଞ୍ଜ,ବାଲେଶ୍ୱର ,ଭଦ୍ରକ,କେନ୍ଦ୍ରପଡା ,ଜଗତସିଂହପୁର ଆଦି ଜିଲ୍ଲାକୁ ଆଂଚଳିକ ପାଣିପାଗ ୟୋଲୋ ୱାର୍ଣ୍ଣ ଜାରି କରିଛି । ସେହିପରି ୫ ତାରିଖ ଠାରୁ ୬ ତାରିଖର ବଜ୍ରପାତ ଆଶଙ୍କା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ମଧ୍ୟରେ ମୟୂରଭଞ୍ଜ , ଗଂଜାମ ,କେନ୍ଦୁଝର ,କନ୍ଧମାଳ ,ଖୋର୍ଦ୍ଧା ,କଟକ , ଢେଙ୍କାନାଳ ,ଯାଜପୁର, ଭଦ୍ରକ ,ନୟାଗଡ ପୁରୀ ଆଦି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ୬ ରୁ ୭ ତାରିଖ ଭିତରେ ବଜ୍ରପାତ ଆଶଙ୍କା ଥିବା ଜିଲ୍ଲା ଗୁଡିକ ହେଲା ବଲାଙ୍ଗିରି ,ବୈାଦ୍ଧ , କନ୍ଧମାଳ ,ଗଂଜାମ ,ପୁରୀ ,ନୟାଗଡ ,ମୟୂରଭଞ୍ଜ ,ଭଦ୍ରକ ,ଢେଙ୍କାନା ଳ ଯାଜପୁର ଆଦି ରହିଛି । ଏତଦ ବ୍ୟତୀତ୍ ଝାରସୁଗୁଡା,ସମ୍ବଲପୁର,ଦେବଗଡ ,ଅନୁଗଳ, ବରଗଡ,ରାୟଗଡା ,ଗଜପତି, କନ୍ଧମାଳ,ଗଂଜାମ, ପୁରୀ ,ଖୋର୍ଦ୍ଧା , ମୟୂରଭଞ୍ଜ ,ପାଣିପାଗ ବିଭାଗ ପକ୍ଷରୁ ୟୋଲୋ ୱାର୍ଣ୍ଣି ଜାରି କରାଯାଇଛି ।