ସତାରାରେ ମୃଦୁ ଭୂମିକମ୍ପ

ମୁମ୍ବାଇ, (ଯୁଗାବ୍ଦ ନ୍ୟୁଜ) : ସୋମବାର ମହାରଷ୍ଟ୍ରର ସତାରା ଜିଲ୍ଲାରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ରହିଥିଲା । ଏହି ଭୁମିକମ୍ପରେ କେହି ମଡତହାତ ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ