ସନ୍ଧ୍ୟା ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭିଡ

(ଯୁଗାବ୍ଦ ନ୍ୟୁଜ )ଆଉ ଦିନକ ପରେ ପବିତ୍ର ବାହୁଡା ଯାତ୍ରା ଶ୍ରୀ ଜିଉ ନବ ଦିନ ବ୍ୟାପି ରଥ ଯାତ୍ରା ରେ ଆସି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । କୁହାଯାଏ ଏହି ଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୁ ଜଗନ୍ନାଥ ଙ୍କ ର ଜନ୍ମ ବେଦୀ । ପରମ୍ପରା ଅନୁସାରେ ବାହୁଡାର ପୂର୍ବଦିନ ଶ୍ରଦ୍ଧାଳୁ ମାନେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭପ ଙ୍କ ର ସନ୍ଧ୍ୟା ଦର୍ଶନ କରିଥାନ୍ତି । ଏହି ଦର୍ଶନ କଲେ କୋଟି ଜନ୍ମ ର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ ସନ୍ଧ୍ୟା ୭ଟା ପରେ ସାଧାରଣ ଦର୍ଶନ ବନ୍ଦ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ