ସମାଜବାଦୀ ଜନନେତା,ଭାଷା ଆନ୍ଦୋଳନର ସମର୍ପିତ ଭାଷା ମୁକ୍ତି ଯୋଦ୍ଧା ଦୋଳଗୋବିନ୍ଦ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ମାଟିର ସୁପୁତ୍ର,୧୯୪୨ ଅଗଷ୍ଟ ବିପ୍ଳବର ଅନନ୍ୟ ସାରଥୀ ତଥା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କୁ ପୁଣ୍ୟ ତିଥିରେ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ୪୨ ମୌଜା ତରଫରୁ ଶ୍ରଦ୍ଧାଂଜଳି ଅର୍ପଣ କରା ଯାଇଛି । ଏହି ସଭାରେ ସଭାପତି ସରୋଜ ନଳିନୀ ପରିଜା,ଅଭୟ ଦାସ,ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ମିହିର ନାୟକ,ଭକ୍ତ ଆଚାର୍ଯ୍ୟ ଏବଂ ରାଧା ମୋହନ ଷ୍ଟଡି ସର୍କଲର ଛାତ୍ରଛାତ୍ରୀ ଶୁଭଶ୍ରୀ ସ୍ୱାଇଁ,ସୁଭରାଜ୍ ମହାନ୍ତି,ବଦ୍ରି ନାରାୟଣ ମହାନ୍ତି, ଲକ୍ଷ୍ମୀ ପ୍ରିୟା ମହାନ୍ତି,ଅଭିଷେକ ମହାନ୍ତି,କାଜଲ ମହାନ୍ତି,ପ୍ରସନ୍ନ ସ୍ୱାଇଁ,ସୌରଭ ବେହେରା,ଆଦ୍ୟାଶା ବେହେରା,ସ୍ନେହା ଜେନା,ରାକେଶ ଦାସ,ସୃତି ପ୍ରଜ୍ଞା ଦାସ,ସୁଭଲକ୍ଷ୍ମି ମହାନ୍ତି,ସୁପ୍ରିୟା ମହାନ୍ତି,ବିଜୟ ଲକ୍ଷ୍ମୀ ପଣ୍ଡା,ତେଜସ୍ଵୀନି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ