ସମ୍ପର୍କକୁ ମଜଭୁତ କରେ ଲାଲରଙ୍ଗର ଫ୍ରେମ୍

(ଯୁଗାଦ୍ଦ ନ୍ୟୁଜ) :ପରିବାରରେ ମହିଳାମାନେ ଯଦି ଶାନ୍ତିରେ ଥାନ୍ତି, ତେବେ ପରିବାର ହସି ଉଠେ । ଏପରି କ୍ଷେତ୍ରରେ ଶାଶୂ -ବୋହୂ ସଂପର୍କକୁ ଖଟାସ୍ ବୋଲି କୁହାଯାଏ, କିନ୍ତୁ ଆପଣ ଚାହିଁଲେ ବାସ୍ତୁ ଆପଣାଇ ଏହି ସଂପର୍କକୁ ମଜଭୁତ୍ ବା ମିଠାସ୍ କରିପାରିବେ । ଘରର କିଚେନ୍କୁ ଉତ୍ତର-ପୂର୍ବ କରି ରଖନ୍ତୁ । ଯଦି ଏହା ମଝିରେ ଥାଏ, ତେବେ ପାରସ୍ପରିକ ସଂପର୍କ ଉପରେ କୁପ୍ରଭାବ ପକାଏ । ଶାଶୂଙ୍କ ରୁମ୍ ଦକ୍ଷିଣ -ପଶ୍ଚିିମ ଓ ବୋହୂଙ୍କର ରୁମ୍ ପଶ୍ଚିମ ବା ଦକ୍ଷିଣ ଦିଗରେ ରହିବା ଦରକାର । ଏହାଦ୍ୱାରା ଶାଶୂ-ବୋହୂ ଝଗଡ଼ା ହେବନି । କିଚେନ୍ର ରଙ୍ଗ କଳା ବା ନୀଳ କରନ୍ତୁ, ଏହାଦ୍ୱାରା ଘରେ ନକରାତ୍ମକତା ଆସେନି । ଘରେ ଯେତେଦୂର ସମ୍ଭବ ଲାଲ ରଙ୍ଗକୁ ବ୍ୟବହାର କରନ୍ତୁ, ଏହାଦ୍ୱାରା ସଂପର୍କ ଉପରେ କୁପ୍ରଭାବ ପଡ଼େନି ଓ ଭଲ ପାଇବା ବଢେ । ପରିବାରର ସଂପର୍କକୁ ମଜବୁତ୍ କରିବାକୁ ଚାହାନ୍ତିତ, ବେଡ଼୍ରୁମ୍ରେ ପରିବାରର ଫଟୋ ଲାଲ ରଙ୍ଗ ଫ୍ରେମ୍ରେ ଲଗାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ