ସର୍ମ୍ପକ ସାଜିଲା ବଇରି

(ଯୁଗାବ୍ଦ ନ୍ୟୁଜ ) ନୟାଗଡ- ସର୍ମ୍ପକରେ ଲାଗିଲା କଳଙ୍କ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଓଡଗାଁ ଥାନା ଅନ୍ତର୍ଗତ ସାଲୁଣି ଗାଁ ରେ । ଗାଁ କୁ ବୁଲିବାକୁ ଆସିଥିଲେ ଭିନ୍ନକ୍ଷମ ଯୁବତୀ । କେହି ନଥିବାର ସୁଯୋଗ ନେଇ ଭିନ୍ନକ୍ଷମ ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି ରବି ମହାନ୍ତି ଙ୍କ ନାଁ ରେ । ଥାନା ରେ ଅଭିଯୋଗ ହେବାପରେ ସମ୍ପୃକ୍ତ ନାବାଳିକା ଙ୍କ ଡାକ୍ତରୀ ମାଇନା ହେବା ସହ ବୟାନ ରେକର୍ଡ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ରବି ଫେରାର ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ