ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
କଳାହାଣ୍ଡି, (ୱାଇଏନ୍ଏସ୍): ଭାରତ-ଚୀନ ସୀମାରେ ଗଲାବାନା ଠାରେ ସଂଘର୍ଷ ରେ ସହିଦ ଭାରତୀୟ ଯବାନଙ୍କୁ ବଜରଙ୍ଗ ଦଳ କଳାହାଣ୍ଡି ଶାଖା ପକ୍ଷରୁ ଭବାନୀପାଟଣା ସ୍ଥିତ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ସଂଘର କର୍ମକର୍ତ୍ତା ଆଇନଜୀବୀ ସମାଜସେବୀ ବୁଦ୍ଧିଜୀବୀ କ୍ୟାଣ୍ଡେଲ ଜଳାଇ ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରିଥିଲେ।


