ସହିଦ୍ ପିଲାମାନଙ୍କ ଛାତ୍ରବୃତ୍ତି ୫ଠଠଟଙ୍କା ବୃଦ୍ଧି

ଦେଶ ପାଇଁ ସହିଦ୍ ହୋଇଥିବା ଓ ପ୍ରାଣବଳୀ ଦେଉଥିବା ସୁରକ୍ଷା କର୍ମୀଙ୍କ ଉଦ୍ଦେଶ୍ୟରେ ମୋଦି ସରକାର ତାଙ୍କ କ୍ୟାବିନେଟ୍ର ପ୍ରଥମ ନିଷ୍ପତ୍ତିକୁ ଉତ୍ସର୍ଗ କରିଛନ୍ତି । ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନରେ ନକ୍ସଲ ଓ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ପୁଲିସ କର୍ମୀଙ୍କ ପିଲାମାନଙ୍କର ମାସିକ ବୃତ୍ତି ୫୦୦ ଟଙ୍କା ବୃଦ୍ଧି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ