ସାଂସଦ ଅପରାଜିତାଙ୍କ ୱାର୍ଡ଼ ପରିକ୍ରମା

ଭୁବନେଶ୍ୱର,(ୱାଇଏନ୍ଏସ୍) ୱାର୍ଡ଼ ନଂ-୫୭, ପାଣ୍ଡବ ନଗର (ଗୁମ୍ଫା) ବରଗଡ଼ ବ୍ରିଟ କଲୋନୀରେ ମାନସ ଦାସ ଓ ବିନ୍ଦୁ ବଳିଆରସିଂଙ୍କ ସହଯୋଗରେ ସୁଜିତ ଜେନା, ଦେବାଶିଷ ନାୟକଙ୍କ ନେତୃତ୍ୱରେ ସାଂସଦ ଅପରାଜିତ ଷଡ଼ଙ୍ଗୀ ୱାର୍ଡ଼ ପରିକ୍ରମା କରିଥିଲେ । ଏଥି ସହିତ ୱାର୍ଡ଼ର ବିଭିନ୍ନ ସମସ୍ୟା ବୁଝିବା ସହିତ ପୋଷ୍ଟ ଅଫିସ୍ ଗୃହ ନିର୍ମାଣ କରିବା, ଖେଳ ପଡ଼ିଆ, ଏସ୍‌.ସି/ଏସ୍‌ଟି ମହିଳା ଗ୍ରୁପ ତିଆରି କରିବା ସହ ମୁଖ୍ୟ ନଳା ପ୍ରଶସ୍ତି କରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ୱାର୍ଡ଼ର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଓ ସଂଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ