ସାତ ଦିନ ବ୍ୟାପି ଅନୁଷ୍ଠିତ ହେବ ଗଜଲକ୍ଷ୍ମୀ ପୂଜା

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ଅଗସ୍ତିନୂଆଗାଁ ଗ୍ରାମର ଶିଖର ସାହି ପୂଜା କମିଟି ତରଫରୁ ମା ଗଜଲକ୍ଷ୍ମୀଙ୍କ ପୂଜା ରବିବାରଠାରୁ ସାତ ଦିନ ବ୍ୟାପି ଅନୁଷ୍ଠିତ ହେବ । ରବିବାର ଅପରାହ୍ନରେ ଗ୍ରାମର ସଂକୀର୍ତନ ମଣ୍ଡଳୀଙ୍କ ସହ ଗ୍ରାମର ମହିଳା ନୂତନ ବସ୍ତ୍ର ପରିଧାନ କରି ଗ୍ରାମ ପୋଖରୀରୁ କଳସ ଯାତ୍ରା କରି ପୂଜା ଆରମ୍ଭ ପାଇଁ ପ୍ରସ୍ତୁତି ଶେଷ କରାଗଲା । ତତପରେ ପଣ୍ଡିତ ଶ୍ରୀ କେଦାର ପଣ୍ଡା ଙ୍କ ପୌରହିତ ରେ ପୂଜା କାଯ୍ୟ ଆରମ୍ଭ ହୋଇଥିଲା । ଗ୍ରାମର ପ୍ରତ୍ୟକ ସୁଭକାଯ୍ୟ ରେ ସଂକୀର୍ତନ ମଣ୍ଡଳୀ କାର‌୍ୟ୍ୟ କୁ ଭୂଷିୟ ପ୍ରସଂଶା କରାଯାଉଛି । ବିନା ଅର୍ଥ କିମ୍ବା ବିନା ମୂଲ୍ୟ ରେ ଗ୍ରାମର ସମସ୍ତ ଦେବତା କାଯ୍ୟ ପ୍ରଭୁତି ସମ୍ପାଦନ କରିଆସୁଛନ୍ତି । ସଦସ୍ୟ ଗଣ ପ୍ରଫୁଲ ସ୍ୱାଇଁ, ମୁରଲୀ ପଲେଇ, ଗଦା ନାହାକ, କନ୍ଧ ନାହାକ, ନବ ନାହାକ, କନ୍ଧ ନାହାକ, ପୂର୍ଣ ନାହାକ, ଗଦା ପଲେଇ, ଗାନ୍ଧୀ ନାହାକ, ରମେଶ ପଲେଇ, ହାଡ଼ିଆ ଗୌଡ଼, କଂହେଇ ନାହାକ । ଶିଖର ସାହି ପୂଜା କମିଟି ସଭାପତି ବସନ୍ତ କୁମାର ନାହାକ ଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ତଥା ଶଙ୍କର ଗୌଡ଼, କାମ ତରେଇ, ଅନିଲ ପଲେଇ, ଗଣେଶ ଗୌଡ଼,ରଞ୍ଜନ ନାହାକ, କୃଷ୍ଣ ଗୌଡ଼, ଦିପକ ନାହାକ, ସୁଦାମ ଗୌଡ଼, ମଙ୍ଗୁ ଜେନା, ଜାଗା ପଲେଇ, ମିଥୁ ପଲେଇ, କବିରାଜ ଗୌଡ଼,ଶିବାଶିଷ ଛଟେଇ, ବାଦଲ ପଲେଇ, ବାସୁଦେବ ପରିଡା, ରିତେଶ ନାହାକ ,ପବିତ୍ର ଗୌଡ,କାଳିଆ ପଲେଇ ପ୍ରଭୁତି ସଦସ୍ୟ ପୂଜାର ପରିଚାଳନା କରୁଛନ୍ତି । ଶହ ଶହ ଭକ୍ତ ଆସି ମାଙ୍କ ଦର୍ଶନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ