ସାମାଜିକ ଦୂରତା ରକ୍ଷା କରି ସାମଗ୍ରୀ ନେଲେ ହିତାଧିକାରୀ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ପିଡିଏସ୍ ହିତାଧିକାରୀ ମାନଙ୍କୁ ରାଜ୍ୟ ସରକାର ୩ ମାସର ସାମଗ୍ରୀ ପ୍ରଦାନ କରିବାର ବ୍ୟବସ୍ଥା କରିଥିବା ବେଳେ ବଣ୍ଟନ ସମୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ରହିଛି । ଏପରିପେକ୍ଷୀରେ ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ରିଟେଲର ବାଇଧର ରାଜ ସାମାଜିକ ଦୂରତା ରକ୍ଷା କରାଯିବା ନେଇ ସାମଗ୍ରୀ ବଣ୍ଟନ ସ୍ଥଳରେ ବୃତ୍ତ ତିଆରି କରିଛନ୍ତି । ହିତାଧିକାରୀ ମାନେ ବୃତ୍ତ ଭିତରେ ରହି ସାମଗ୍ରୀ ନେଉଥିବାର ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ