ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ସମୁହ ଶ୍ରଦ୍ଧାଞ୍ଜଳି ଅର୍ପଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାର ସାମ୍ବାଦିକ, ଶିକ୍ଷାବିତ, ସମାଜସେବୀ ଓ ଆଇନଜିବିମାନେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ବରିଷ୍ଠ ଆଇନଜିବି ପ୍ରଦିପ କୁମାର ଦାଶ, ସାମ୍ବାଦିକ ସୋମନାଥ ସାହୁ, ସମାଜସେବୀ ମାନସ କୁମାର ସାହୁ, ଶିକ୍ଷାବିତ ପାର୍ଥସାରଥୀ ବେହେରା, ନିରଞ୍ଜନ ପରିଡା, ସାମ୍ବାଦିକ ରଞ୍ଜନ ସାହୁ, କବିତା ପ୍ରଧାନ, ସେକ ଆସିକୁଦ୍ଦିନ, ବିବେକାନନ୍ଦ ସ୍ୱାଇଁ, ଶ୍ରୀକାନ୍ତ କୁମାର ସାହୁ, ମହେଶ୍ୱର ବେହେରା, ହରେକୃଷ୍ଣ କର, ଜ୍ଞାନରଞ୍ଜନ ଦାଶ, ବସନ୍ତ ପରିଡା, ଅନନ୍ତ କୁମାର ପାତ୍ର, ନାରାୟଣ ମଲିକ, ପ୍ରଫୁଲ୍ଲ ଦାସ ପ୍ରମୁଖ ଯୋଗଦେଇ ୨ମିନିଟ ନୀରବ ପ୍ରାର୍ଥନା ସହ ସାମ୍ବାଦିକ ସ୍ୱର୍ଗତ ଦାସଙ୍କ ଅମର ଆମରାର ସଦଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ