ସାରଳା ବିଶ୍ୱଭାଷା ସମ୍ମିଳନୀ

ବ୍ରହ୍ମପୁର. ( ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଶଶୀ ଭୁଷଣ ମହିଳା ମହାବିଦ୍ୟାଳୟଠାରେ ଏକ ସାରଳା ବିଶ୍ୱଭାଷା ସମ୍ମିଳନୀର ଦ୍ୱିତୀୟ ଅଧିବେସନ ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ.କୈଳାଶ ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ମହାବିଦ୍ୟାଳୟର ବିଚାର ମୁଖ୍ୟ ପ୍ରଫେସର କାହ୍ନୁ ଚରଣ ପାଢୀଙ୍କତ ସଂଯୋଜନୀ କରିଥିବାବେଳେ ମୁଖ୍ୟ ଅତିଥୀ ଭାବରେ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ମୁଖ୍ୟ ବକ୍ତା ଭାବରେ ସୁବାସ ଚନ୍ଦ୍ର ମହାରଣା , ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷ , ସମ୍ମାନୀତ ଅତିଥୀ ଭାବରେ ଡ. ପ୍ରକାଶ, ଚନ୍ଦ୍ର ପାଣିଗ୍ରାହୀ , ବିଚାର ମୁଖ୍ୟ ସ୍ନାତ୍ତରକୋତ୍ତର ଓଡିଆ ବିଭାଗ , ହୃଷିକେଶ ପଣ୍ଡା , ସଞ୍ଜୟ କୁମାର ପଣ୍ଡା , ଶ୍ରୀ ସାନ୍ତାନୁ , ଋତରାଜ ଦାସ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ବିଭାଗର ଅଧ୍ୟାପକ ସୁରେଶ ଅତିଥୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଟୁନା ପାତ୍ର , ପ୍ରାକାଶ ଚନ୍ଦ୍ର ପାଣିଗ୍ରାହୀ , ସଞ୍ଜୟ କୁମାର ପଣ୍ଡା , ସନ୍ତାନୁ ସୁନା , ଋତୁରାଜ ଦାସ , ହୃଷଶିକେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ