ସିପାହୀ ଓ ହାବିଲଦାର ସଂଘର କର୍ମକର୍ତାମାନେ ବିଧାୟକଙ୍କୁ ଭେଟିଲେ

ଛତ୍ରପୁର,(ଦେବଦତ୍ତ ମହାରଣା): ଅଷ୍ଟମ ବାଟାଲିୟନର ସିପାହୀ ଓ ହାବିଲଦାର ସଂଘ ପକ୍ଷରୁ ସଭାପତି ପ୍ରଭାକର ବେହେରାଙ୍କ ନେତୃତ୍ୱରେ ସଂଘର କର୍ମକର୍ତାମାନେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି ଭେଟି ନବବର୍ଷର ଅଭିନନ୍ଦନ ଜଣାଇବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ