ସୁରକ୍ଷା ନିମନ୍ତେ ଡିଜିପିଙ୍କୁ ଚିଠି ଲେଖିଲେ ଗୈାତମ

ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୈାତମ ଗମ୍ଭିରଙ୍କୂ ଏକ ଅଜଣା କଲରେ ଜଣେ କେହି ହତ୍ୟା କରିବା ସହ ତାଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦେଇଛି । ଏହିକଲ ଆସିବା ପରେ ଗୈାତମ ଗମ୍ଭିର ଶାହଦରା ଡିସିପିଙ୍କୁ ଚିଠି ଲେଖି ନିଜର ସୁରକ୍ଷା ସହ ପରିବାରର ସୁରକ୍ଷା ନିମନ୍ତେ ଆବେଦନ କରିଛନ୍ତି ।ପୂର୍ବରୁ ଗମ୍ଭୀରଙ୍କୁ ହତ୍ୟା ଭଳି ଧମକ ମିଳିଛି । ସେ ପାକିସ୍ତାନ ବିରୋଦ୍ଧରେ ଟିପଣୀ ଦେଇଥିବା ବେଳେ ତାଙ୍କୁ ପୂର୍ବରୁ ବହୁ ହତ୍ୟା ଧମକ ମିଳିଛି । ତେବେ ତାଙ୍କୁ ଆଜିର କଲ୍‌ରେ ହତ୍ୟା ଦେବା ଘଟଣା ସେ ଡିଜିପିଙ୍କୁ ଚିଠି ଲେଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ