ସେକ ଅନିସୁଦ୍ଦିନଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଫକିରାବାଦ କେନାଲରୋଡର ସେକ ଅନିସୁଦ୍ଦିନଙ୍କର ୮୫ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି । ସେ ଜଣେ ମେଳାପି, ପରୋପକାରୀ ଓ ମିଷ୍ଟଭାହୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଚଂଳରେ ପରିଚିତ ଥିଲେ । ସେ ଦୀର୍ଘଦିନଧରି ଖାଉଟି ଡିଲର ଭାବେ କାର୍ଯ୍ୟ କରିଥିଲେ । ଆଜି ଜନାଜା ପାଠ କରାଯାଇ ମେହେମୁଦାବାଦସ୍ଥିତ କବରସ୍ତାନରେ ତାଙ୍କୁ କବର ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ