ସେବା ସପ୍ତାହ ପାଳନ ଅବସରରେ ବିଜେପି ପକ୍ଷରୁ ଡଅଁରରେ ଚାରା ବଣ୍ଟନ

ହ।ଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଚାଲିଥିବା ସେବା ସପ୍ତାହ ପାଳନ ଅବସରରେ ଆଜି ଭାରତୀୟ ଜନତାପାର୍ଟି ପକ୍ଷରୁ ଶାଳଣିଆଁ ମଣ୍ଡଳର ଡଅଁର ଠାରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କିଷ।।ନ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ, ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, କେନ୍ଦୁଝର ଜିଲ୍ଲା ସେବା ପ୍ରମୁଖ ରାମଚନ୍ଦ୍ର ସାହୁ, ଜିଲ୍ଲା ସଦସ୍ୟତା ସହ ପ୍ରମୁଖ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଆନନ୍ଦପୁର ନଗର ସଭାପତି ନାରାୟଣ ବାରିକ, ମଣି ଚରଣ ଜେନା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରିଥିଲେ । ସୁଶାନ୍ତ ବେହେରା, ମନୋଜ ପଟ୍ଟନାୟକ, ରବିନ୍ଦ୍ର ମଲ୍ଲିକ, ପ୍ରଶାନ୍ତ ସା, ଧନେଶ୍ୱର କାଣ୍ଡି, ରମାକାନ୍ତ ସାହୁ, ପ୍ରଭଞ୍ଜନ ପରିଡା, ରାଜେଶ ସେଠୀ, ବଳରାମ ମହାନ୍ତି, ସୂର୍ଯ୍ୟ ବେହେରା, ଅଜୟ ସାହୁ, ଚିତ୍ତବିଜୟ ପାଣିଗ୍ରାହୀ, ବିଚିତ୍ର ନାୟକ, ଚନ୍ଦ୍ରମଣି କାଣ୍ଡି, ରମାକାନ୍ତ ନାୟକ, ଅକ୍ଷୟ ଦାସ, ମିଲୁ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ