ସୋରଡ଼ା ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା । ପାଖା ପାଖି42 ବର୍ଷୀୟ ଯୁବକ ସରୋଜ କୁମାର ପତି ନିଜେ ନିଜେ ଫେନ ରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଚି ସବ କୁ ଜବତ କରି ପୋଷ୍ଟମଟମ ପାୟୀ ପାଠାଇଛି। ମୂର୍ତ୍ୟ ର କାରଣ ଏବେଯାଏ ଜଣାପଡିନି। ପୋଲିସ ଏକ ଅପମୁର୍ତ୍ୟ ମାମଲା ରୁଜୁ କରିଛି। ସେ ଆଗରୁ ଏକ ଡ୍ରାଇଭର ଭାବେ ଏକ ଘରୋଇ ଗାଡ଼ିରେ କାର୍ଯ୍ୟରତ ଥିଲେ।


