ସୋସିଆଲ ମିଡିଆରେ ବିଧାୟକଙ୍କ ବିରୋଧରେ ଅପପ୍ରଚାର, ପୋଲିସରେ ମାମଲା ରୁଜୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବିଧାୟକ ଦାଶରଥ୍ ଗମାଙ୍ଗଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାରର ମୋହନା ବ୍ଲକ ବ୍ଲକ କଂଗ୍ରେସ କମିଟି ପ୍ରତିବାଦ କରିଛି । ସୋମବାର ଏନେଇ ବ୍ଲକ କଂଗ୍ରେସ ପକ୍ଷରୁ ମୋହନା ଥାନାରେ ଏତଲା ଦିଆଯାଇଛି । ଗତ କିଛି ଦିନ ହେଲା ବିଧାୟକଙ୍କ ଫଟୋ ବ୍ୟବହାର କରି କିଛି ଆପରିଜନକ ଫଟୋ ଓ ଭିଡିଓ ଡିଓ ପ୍ରସ୍ତୁତ ସୋସିଆଲ ମିଡିଆରେ ଭାଇରାଲ କ ରା ଯାଇଛି । ତେଣୁ ଏହାର ପ୍ରତିବାଦରେ ମୋହନା ବିଧାନସଭା କ୍ଷେତ୍ରରେ ଥିବା ସମସ୍ତ ଥାନାରେ କଂଗ୍ରେସ କର୍ମୀ ଏତଲା ଦେଇଛନ୍ତି । ତୁ ର ନ୍ତ ଏହାର ତଦନ୍ତ କ ରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଂଗ୍ରେସ କମିଟି ଦାବି କରିଛି । ମୋହନା ଥାନାରେ ଏତଲା ଦେବାବେଳେ ବ୍ଲକ କଂ ଗ୍ରେ ସ ସଭାପତି ର ମେ ଶ ବି ଷୋୟୀ, ମହି ଳା ସ ଭ। ନେ ତ୍ରୀ ସାମନ୍ତସିଂହାର, କଂଗ୍ରେ ଗ୍ରେସ ନେତା ଲକ୍ଷ୍ମଣ ବଳିଆରସିଂ, ଯୁନେସ ରଇତ ପ୍ରମୁଖ ଉପସ୍ଥିତ ଥିଲେ ।