ସୌରଚାଳିତ ଟ୍ରେନ୍

ଆଜମେରର ନାଗୌର ଜିଲ୍ଲାର ଏକ ଛୋଟ ଗ୍ରାମ ପ୍ୟାମ୍ବାରେ ରହୁଥିବା ସୁନିଲ ବୁରଡକ ୧୪ବର୍ଷ ବୟସରେ ଯାହା କରି ଦେଖାଇଛନ୍ତି ତାହା ଏବେ ଚର୍ଚ୍ଚାର ପରିସରରେ ରହିଛି । ସୁନିଲଙ୍କ ପ୍ରଶଂସା ରେଳବିଭାଗର ବଡ଼ ବଡ଼ ଅଧିକାରୀ ବି କରିବାକୁ ପଛାଉ ନାହାନ୍ତି । ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ସୁନିଲ ନିଜ ଜମିରେ ରେଳ ଟ୍ରାକ୍ ବନାଇ ତା’ଉପରେ ସୌରଶକ୍ତି ଦ୍ୱାରା ଟ୍ରେନ୍କୁ ଚଳାଇ ଦେଇଛନ୍ତି । କିନ୍ତୁ ଏବେ ଏହା ଏକ ଖେଳନା ଟ୍ରେନ୍ ଅଟେ । ସୌରଶକ୍ତିରୁ ସଞ୍ଚାଳିତ ହେଉଥିବା ଏହି ଟ୍ରାକ୍ରେ ରେଳ ଫାଟକ, ସିଗନାଲ୍ ଆଦି ସହିତ ପ୍ଲାଟଫର୍ମ, କ୍ରସିଂ, ରେଲୱେ ଫାଟକ ଓ ଓଭରବ୍ରିଜ ମଧ୍ୟ ତିଆରି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ