ସୌରୀ ବନ୍ଧୁ କରଙ୍କ ବିୟୋଗ ରେ ଜୟଶ୍ରୀ ଏମ୍ପ୍ଲଏଏସ ୟୁନିଅନ ର ଶୋକସଭା

ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ସହର ସ୍ଥିତ ଜୟଶ୍ରୀ ଏମ୍ପ୍ଲଏଏସ ୟୁନିୟନ (ଗ୍ରାସୀମ) ର କାର୍ଯ୍ୟଳୟ ପରିସରରେ ଏଆଇଟିୟୁସି ର ଜାତୀୟ ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଡ଼.ସୌରୀ ବନ୍ଧୁକର ଙ୍କ ବିୟୋଗ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ୟୁନିୟନ ସଭାପତି ପ୍ରବୀଣ କୁମାର ଦାସ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ପ୍ରଧାନ, ଉପସଭାପତି ପ୍ରଣବ କୁମାର ପ୍ରଧାନ, ପ୍ରତାପ କୁମାର ବିଶ୍ବାଳ, ସାଗର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଲେଇ,ପୂର୍ବତନ ସାଧାରଣ ସମ୍ପାଦକ ବୃନ୍ଦାବନ ପଲେଇ, ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି ତାଙ୍କର ଗୁଣାବଳୀ କୁ ମାନେପକାଇବା ସହ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ