ସ୍ବାମୀ ବିବେକାନନ୍ଦ ଙ୍କ 158 ତମ ଜୟନ୍ତୀ ପାଳନ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): 158 ତମ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବଦିବସ ଉପଲକ୍ଷେ ଉତ୍କଳମଣି ସେବା ସଙ୍ଘ,ଖଲ୍ଲିଙ୍ଗି ର ସବୁ ସଦସ୍ୟ ଓ ଗ୍ରାମର ଶ୍ରୀ ମନୋଜ କୁମାର ପାଢ଼ୀ ଓ ରୂପା ବ୍ୟବସାୟୀ ପ୍ରଦୀପ କୁମାର ବାଡ଼ତ୍ୟା ଜୟନ୍ତୀ ଅବସରରେ ବହୁ ମୂଲ୍ୟ ସମୟ ଦେଇ ସଂଘ ପିଲା ମାନଙ୍କୁ ଉଚ୍ଛାହିତ କରିଥିଲେ ଓ ସଭାପତି ଶ୍ରୀ ମିଥୁନ ଭାଇ ସମ୍ପାଦକ ନିରାକାର ମହାନ୍ତି ଓ ଜିତେନ୍ଦ୍ର ମହାରଣା ଓ ନାରାୟଣ ଲେଙ୍କା ,କୃଷ୍ଣଚନ୍ଦ୍ର ପ୍ରଧାନ ,ବିଜୟ ଦୁର୍ଗା ,ଅକ୍ଷୟ ,ଶରତ ସହ ସମସ୍ତ ସ୍ବାମୀ ବିବେକାନନ୍ଦ ବିଷୟରେ କିଛି କିଛି ବକୃତା ପ୍ରଦାନ କରିଥିଲେ । ତାହାସହିତ ସୁସ୍ଥ ଓ ନିରାମୟ ସମାଜ ଗଠନରେ ସହଯୋଗରେ ହାତ ବଢ଼ାଇବା ନେଇ ସଂକଳ୍ପ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ