ସ୍ୱାମୀ ଶିବାନନ୍ଦ ସରସ୍ବତୀ ମହାରାଜାଙ୍କର ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ
ବ୍ରହ୍ମପୁର,(ୱାଇଏନ୍ଏସ୍): ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆ କମଳାପୁର ସ୍ତିତ ଦିବ୍ୟ ଜୀବନ ସଂଘ ସ୍ୱାମୀ ଚିତ ଶିବାନନ୍ଦ ପ୍ରତିଷ୍ଠା କରିଥିବା ଶିବାନନ୍ଦ ସେବା ଆଶ୍ରମ ଠାରେ ସଦଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ବତୀ ମହାରାଜାଙ୍କର ୧୩୪ ତମ ଜନ୍ମ ଜୟନ୍ତୀ ସଂଘର ସଭାପତି ପି.ଜ୍ୟୋତି ଆମ୍ମାଙ୍କ ଅଦକ୍ଷତାରେପାଳିତ ହୋଇଛି | ଏଥିରେ ଜୟ ଗଣେଶ କୀର୍ତନ,ଅର୍ଚ୍ଚନା,ଗୀତ ପାଠ,ସହ ବର୍ତମାନ ବିଶ୍ୱରେ କୋରନା ମହାମାରୀରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ମାନଙ୍କର ଆରୋଗ୍ୟ କାମନା କରିବା ସହ ଏହି ରୋଗରେ ସଂସାରରୁ ଚାଲିଯାଇଥିବା ଅମର ଆତ୍ମାକୁ ଚିର ଶାନ୍ତି ପାଇଁ ପ୍ରାଥନା କରାଯାଇଥିଲା |