ହରିୟାଣା କଂଗ୍ରେସ ମୁଖ୍ୟ ହେଲେ କୁମାରୀ ସେଲଜା, ହୁଦା ନିର୍ବାଚନ ପ୍ରଚାର କମିଟି ମୁଖ୍ୟ

ନୂଆଦିଲ୍ଲୀ : ଆଗକୁ ହରିୟାଣା ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ଆଜି କେତେକ ସାଂଗଠନିକ ପରିବର୍ତ୍ତନ କରିଛି । ହରିୟାଣା ପ୍ରଦେଶ କଂଗ୍ରେସ ସଭାପତି ଭାବେ କୁମାରୀ ସେଲଜା ଦାୟିତ୍ୱ ନେଇଛନ୍ତି । ଅଶୋକ ତନୱରଙ୍କ ସ୍ଥାନରେ କୁମାରୀ ସେଲଜାଙ୍କୁ ନୂଆ କଂଗ୍ରେସ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦାଙ୍କୁ ନିର୍ବାଚନ ପରିଚାଳନା କମିଟିର ମୁଖ୍ୟ ଭାବେ ମଧ୍ୟ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ