ହିଞ୍ଜିଳିରେ କଲଭେଟ ଓ ବସ ମୁହାଁମୁହିଁ , ୧ ଆହାତ

ଆଜି ମଧ୍ୟାହ୍ନରେ ହିଞ୍ଜିଳିକାଟୁ ନିକଟସ୍ଥ ଈଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟରେ ଵସ୍ ପିଟିଲା କଲଭେଟ୍ । ତାରାତାରିଣୀ ବସ୍ ନଂ ଓଡି ୦୭ ଡବ୍ଲୁ ୪୧୭୩ ଟି ଵ୍ରହ୍ମପୁର ଅଭିମୁଖେ ଆସୁଥିବା ସମୟରେ କଲଭେଟ୍ କୁ ଦେଇଥିଲା ଧକ୍କା। ଯଦ୍ବାରା ୧୦ରୁ ଅଧିକ ଲୋକ ହୋଇଛନ୍ତି ଆହାତ। ସ୍ଥାନୀୟ ପୋଲିସ ଓ ତହସିଲଦାର ଙ୍କ ସହାୟତା ରେ ହିଞ୍ଜିଳିକାଟୁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ଗୋଠଗାଁର କୃଷ୍ଣ ଙ୍କୁ ଜୋରରେ ଆଘାତ ହୋଇଥିବାହେତୁ ଚିକିତ୍ସା ପାଇଁ ଵ୍ରହ୍ମପୁର ଵଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ