ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଶିମଲା- ଶୁକ୍ରବାର ପ୍ରାୟ ୧୦ଟା ୪୬ରେ : ହିମାଚଳ ପ୍ରଦେଶର ଲାହୋଲ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅନୁଭବ ହେବା ମାତ୍ରେ ଲୋକେ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୪ ରହିଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଲାହୋଲ – ସ୍ପିତି ଜିଲାର ଭୂ-ପୃଷ୍ଠରୁ ୫ କିମି ଗଭୀରରେ ଥିଲା ବୋଲି ଜଣାପଡ଼ିଛି। କୌଣସି କ୍ଷୟ କ୍ଷତିର ସୂଚନାମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ