ହୀତାଧିକାରୀଙ୍କୁ ମିଳିବ ସମ୍ପୁର୍ଣ୍ଣ ସ୍ୱାଧିନତା , ନିଜ ପସନ୍ଦର ଦୋକାନରୁ କିଣିବେ ଖାଉଟି ସାମଗ୍ରୀ

ସମଗ୍ର ଦେଶରେ ପ୍ରଚଳିତ ହେବ ଏକକ ରାସନ କାର୍ଡ । ଏହି କାର୍ଡ ଦେଖାଇ ଭାରତର ଯେକୌଣସି ସ୍ଥାନରୁ ରାସନ କିଣିପାରିବେ କାର୍ଡ ହିତାଧୀକାରି । ଏଭଳି ଏକ ମହତକାଂକ୍ଷୀ ପଦକ୍ଷେପ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି ମୋଦୀ ସରକାର । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାଶ ପାସୱାନ କହିଛନ୍ତି ଯେ , ଖାଦ୍ୟ ସୁରକ୍ଷା ଅଧିନିୟମ କୁଶଳ କ୍ରିୟା ବ୍ୟୟନ ପୁର୍ଣ୍ଣ କମ୍ପ୍ୟୁଟରିକରଣ , ଖାଦ୍ୟାନୁଭଣ୍ଡାର ଏବଂ ବିତରଣରେ ପାରଦର୍ଶିତା ଏବଂ ଏଫ.ସି.ଆଇ, ସି.ଡବ୍ଲ୍ୟୁସି , ଏବଂ ଏସ.ଡବ୍ଲ୍ୟୁ.ସି ଡିପୋର ଅନଲାଇନ ସିଷ୍ଟମ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଶେଷାରେ ସେ କହିଛନ୍ତି , ଏହି ସିଷ୍ଟମ ହେବା ଦ୍ୱାର।। ହିତାଧିକାରୀମାନେ ନିଜ ପସନ୍ଦର ଦୋକାନରୁ ଖାଉଟି ସାମଗ୍ରୀ କିଣି ପାରିବେ । ଏହାଦ୍ୱାରା ହିତାଧିକାରୀଙ୍କୁ ସ୍ୱାଧୀନତା ମିଳିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ