ୟୁଟ୍ୟୁବ ରେ ଆଲିଆ

ବଲିଉଡ ର ଲଳନା ତଥା ଚଳଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟ ଆଲିଆ ଙ୍କ କ୍ରେଜ ହିନ୍ଦି ଚଳଚିତ୍ର ଜଗତରେ ବହୁ ଆଗରେ ଥିବା ବେଳେ ଏହି ଅଭିନେତ୍ରୀ ଜଣକ ଆଗରୁ ଅନେକ ସୋସିଆଲ ମିଡିଆ ରେ ଆକ୍ଟିଭ ଥିବା ବେଳେ ଏବେ ସେ ୟୁଟ୍ୟୁବ ରେ ନିଜର ଏକ ଚ୍ୟାନେଲ ଖୋଲିବା ମାତ୍ରେ ସବସ୍ର୍ାଇବର ଙ୍କ ସଂଖ୍ୟା ୭୪ ହଜାରରୁ ଅଧିକ କରିସାରିଲେଣି । ଏହା ଦ୍ୱାରା ନିଜର ଫ୍ୟାନ ମାନଙ୍କୁ ଜଣାଇବାକୁ ଚାହୁଛନ୍ତି ଯେ ନିଜର ବ୍ୟକ୍ତିଗତ ଜୀବନ କିପରି ଥିଲା । ଏହା ପୂର୍ବରୁ ସେ ଇନଷ୍ଟ୍ରାଗ୍ରାମ ଓ ଟ୍ୟୁଟରରେ ନିଜର ଆକାଉଣ୍ଟ ଖୋଲିସାରିଛନ୍ତି । ବଲିଉଡ ର ସେନସେସନ ପାଲଟିଥିବା ଆଲିଆ ଏବେ ଆୟନ ମୁଖାର୍ଜୀ ଙ୍କ ନିର୍ଦ୍ଦେଶିତ ଫିଲ୍ମ ବ୍ରହ୍ମାସ୍ର ପାଇଁ ବ୍ୟସ୍ତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ