ୟୁରୋ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ପକ୍ଷରୁ ୩ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଉଦଯାପିତ ହୋଇଯାଇଛି, ସ୍କୁଲ ର ପ୍ରିନ୍ସପାଲ ତପସ୍ୱିନୀ ସାହୁ ଓ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ଗୌଡ଼ ଙ୍କ ସଂଯୋଜନା ରେ ସ୍କୁଲ କ୍ୟାମ୍ପସ ରେ ଚାଲିଥିବା ବିଭିନ୍ନ ପ୍ରକାର କ୍ରୀଡା ରେ ନର୍ସରୀ ଠାରୁ ଆରମ୍ଭ କରି ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜ ନିଜ କ୍ରୀଡା ପ୍ରଦର୍ଶନ କରିଥିଲେ, ଉଦଯାପନୀ ଦିବସ ରେ ୟୁରୋ ସ୍କୁଲ ର ମୁଖ୍ୟ ପୃଷ୍ଠ ପୋଷାକ ସସ୍ମିତା ମହାପାତ୍ର ଏବଂ ଏକାଡେମୀ ଡାଇରେକ୍ଟ ର ପ୍ରମୋଦ କୁମାର ମିଶ୍ର ଯୋଗ ଦେଇ କ୍ରୀଡା ବିତ ମାନଙ୍କୁ ଉତ୍ସାହିତ କରିଥିଲେ, ଏହି କ୍ରୀଡା ଉତ୍ସବ ରେ ୬ଜଣ କ୍ରୀଡ଼ାବିତ ଚମ୍ପିୟାନ ହୋଇଥିବା ଅନ୍ୟାନ୍ୟ କୃତିତ୍ୱ ହାସଲ କରିଥିବା ଖେଳାଳି ମାନେ ବିଭିନ୍ନ ପଦ ପଦବୀ ବିଜେତା ହୋଇଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ କ୍ରୀଡ଼ା ଶିକ୍ଷକ ଙ୍କ ସମେତ ବହୁ ଶିକ୍ଷକ /ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ