୨ଦିନ ପରେ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ଆରମ୍ଭ

ମଙ୍ଗଳବାର ସକାଳଠାରୁ ବନ୍ଦଥିବା ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ବୁଧବାର ଆରମ୍ଭ ହୋଇଛି। ପ୍ରଭୁ ଲିଙ୍ଗରାଜଙ୍କର ଅବକାଶ ନୀତିପରେ ମଙ୍ଗଳ ଆଳତି କରାଯାଇଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗର ସଭାପତି ବିରଞ୍ଜି ନାରାୟଣ ପତି। ଏଠାରେ ସୂଚନାଯୋଗ୍ୟ ରାଜଧାନୀ ଉପକଣ୍ଠ ଗଙ୍ଗୁଆ ନଦୀ କୂଳରେ ବଡୁ ନିଯୋଗର ନିର୍ଦ୍ଦିଷ୍ଟ ଜମିରେ ନିର୍ମାଣ କାମକୁ ବିରୋଧ କରି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଠାକୁରଙ୍କ ନୀତିକାନ୍ତି ବନ୍ଦ ରଖିଥିଲେ।ଦେବୋତ୍ତର କମିଶନ ଘଟଣାର ତଦନ୍ତ କରି ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାପରେ ମଙ୍ଗଳବାର ସକାଳୁ ଖାଡା ଓପାସରେ ଥବା ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ସ୍ୱଭାବିକ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ