୨୧ ଲିଟର ବିଦେଶୀ ମଦ ଜବତ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ବିକ୍ରି ଉଦେଶ୍ୟରେ ନିଆଯାଉଥିବା ବେଳେ କାଶୀନଗର ପଲିସ ୨୧ ଲିଟର ବିଦେଶୀ ମଦ ଜବତ କରିଛନ୍ତି | ପି.ଦ୍ୱୀମେଶ୍ୱର ରାଓ ନାମକ ଜଣେ ବ୍ୟକ୍ତି ଧାରା ପଡିଛନ୍ତି | ଅଭିଯୁକ୍ତହଙ୍କ ନାମରେ କେଶ ନମ୍ବର ୧୦୬/୨୦ ରେ ମାମଲା ରୁଜୁ କରାଯାଇଛି ବୋଲି ଆଇ.ଆଇ.ସି ସୁଶାନ୍ତ ସାହୁଙ୍କ ସୂତ୍ରରୁ ପ୍ରକାଶ | ଆସାମୀକୁ କୋର୍ଟ କୁ ପଠାଇ ଦିଆଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ