୨୩ ବର୍ଷର ଶତ୍ରୁତା ଭୁଲି ହାତ ମିଳାଇଲେ ଦୁଇଦଳ

ସବୁ ରାଜ୍ୟରେ ବିଜେପିର ଭୟ ସମସ୍ତ ରାଜନୈତିକ ଦଳକୁ ଘାରିଛି । ଉତ୍ତର ପ୍ରଦେଶ ରେ ନିର୍ବାଚନରେ ବିଜେପିକୁ ଟକର ଦେବା ପାଇଁ ୨୩ ବର୍ଷର ପୁରାତନ ଶତ୍ରୁତାକୁ ଭୁଲି ଏକା ସଙ୍ଗେ ଆସିଥିବା ଏସପି ଓ ବିିଏସପି ନିର୍ବାଚନ ପାଇଁ ନୂତନ ଲୋଗ ପ୍ରସ୍ତୁତ କରିଛନ୍ତି । ଏହା ସହିତ ମହାମେଣ୍ଟର ମହାପରିବତ୍ତନର ନାରା ଦିଆଯାଇଛି ।ସାଇକେଲ ଚକ ଓ ହାତୀଶୁଣ୍ଡ କୁ ନେଇ ଏକ ନୂତନ ଲୋଗେ ପ୍ରସ୍ତୁତ କରାଯାଇଛି । ନୂତନ ଚିହ୍ନରେ ଦୁଇନେତାଙ୍କ ଫୋଟୋ ରହିଛି । ସାଇକେଲ ଅଖିଳେଶ ଯାଦବ ମୁଲାୟମ ସିଂ ଯାଦବ ରାମ ମନ୍ଦିର ଲୋହିଆଙ୍କ ଫଟୋ ଲଗାଯାଇଛି ।

୍ର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ