୨୪୧ ଖଣ୍ଡ ଘର ଜଙ୍ଗଲ ଜମି ପଟ୍ଟା ପ୍ରଦାନ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଦରାଗୁଦା ପଞ୍ଚାୟତ ଅଫିସ୍ ରେ ଟନେଲକେମ୍ପ ଦରାଗୁଡା ନୂଆଗୁଡ଼| ଗୁଣ୍ଟୱାଡ| ପଞ୍ଚାୟତର ୨୪୧ ଖଣ୍ଡ ଘର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମ ହେଲା ଏଥିରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ମାଝି ,ଚିତ୍ରକୋଣ୍ଡ| ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଵାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ,ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ, ଚିତ୍ରକୋଣ୍ଡ| ବ୍ଲକ୍ ଅଧକ୍ଷା ରଜେଶ୍ୱରି ଖିଲ ,ଚିତ୍ରକୋଣ୍ଡା ଜୋନ ର ଜିଲ୍ଲା ପରିଷଦ ବିନତି ଖିଲ ,ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକା,ଚିତ୍ରକୋଣ୍ଡ| ତହସିଲଦର ପଦ୍ମନାଭ ଦୋରା ,ଚିତ୍ରକୋଣ୍ଡା ବ୍ଲକ ଯୁବ ସଭାପତି ରାଜକମଲ ପୁରୋହିତ ମାଲକାନଗିରି ଅବଜର୍ଭରସମୁଏଲ୍ ନାୟକ , ଚିତ୍ରକୋଣ୍ଡା ଅବଜର୍ଭର ମୁନି ସାମନ୍ତ ରାୟ,ସାଂସଦ ପ୍ରତିନିଧି ମଦନ ଖାସଲା ଓ ଖାଈରପୁଟ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ ଆଠ ଟି ପଞ୍ଚାୟତ ର ସରପଞ୍ଚ ସମିତି ଆଉ ସବୁ ୱାର୍ଡ ମେମ୍ବର ଙ୍କ ଉପସ୍ଥିତି ରେ ଜମି ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମ ହେଲା ।


